ଫାଙ୍କା
ଦେଖଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ଛଳନାପୂର୍ଣ୍ଣ
- ମାୟାପୂର୍ଣ୍ଣ
- ଖୋଲା; ଅନାବୃତ; ଉନ୍ମୁକ୍ତ
- ମିଥ୍ୟା
- ଅସାର
- ଖାଲି; ଶୂନ୍ୟଫାଙ୍କା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଛଳନାପୂର୍ଣ୍ଣ — ୧. Fraudulent.
- ୨. ମାୟା ପୂର୍ଣ୍ଣ —୨. Illusory.
- ୩. ଖୋଲା; ଅନାବୃତ; ଉନ୍ମୁକ୍ତ —୩. Open.
- ୪. ମିମ୍ଥ୍ୟା —୪. False.
- ୫. ଅସାର —୫. Unsubstanital.
- ୬. ଖାଲି; ଶୂନ୍ୟ —୬. Empty.