ଫାଙ୍କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ଛଳନାପୂର୍ଣ୍ଣ
  • ମାୟାପୂର୍ଣ୍ଣ
  • ଖୋଲା; ଅନାବୃତ; ଉନ୍ମୁକ୍ତ
  • ମିଥ୍ୟା
  • ଅସାର
  • ଖାଲି; ଶୂନ୍ୟଫାଙ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛଳନାପୂର୍ଣ୍ଣ — ୧. Fraudulent.
୨. ମାୟା ପୂର୍ଣ୍ଣ —୨. Illusory.
୩. ଖୋଲା; ଅନାବୃତ; ଉନ୍ମୁକ୍ତ —୩. Open.
୪. ମିମ୍ଥ୍ୟା —୪. False.
୫. ଅସାର —୫. Unsubstanital.
୬. ଖାଲି; ଶୂନ୍ୟ —୬. Empty.