ଫାରମ ଗୁଡ଼
ଦେଖଣା
ଫାରମ ଗୁଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ଫାର୍ମ+ ସଂସ୍କୃତ - ଗୁଡ଼)
[ସମ୍ପାଦନା]ସରକାରଙ୍କ ଆଦର୍ଶ କୃଷିକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଣାଳୀରେ ପ୍ରସ୍ତୁତ ହେବା ଗୁଡ଼ —Excellent molasses manufactured in Government agricultural farms.
[ଦ୍ରଷ୍ଟବ୍ୟ —ଏ ଦେଶରେ ପ୍ରଚଳିତ ପୂର୍ବ ରୀତିରେ ପ୍ରସ୍ତୂତ ଗୁଡ଼ ଅପେକ୍ଷା ଫାରମ ନିର୍ମଳ, ସ୍ୱଚ୍ଛତର ଓ ଉତ୍କୃଷ୍ଟ ଅଟେ]