Jump to content

ଫିକରବାଜ୍

ଉଇକିଅଭିଧାନ‌ରୁ

ଫିକରବାଜ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଫିକରଦାର, ଫିକରବନ୍ତ, ଫିକରିଆ, ଫିକରବାଲାଅନ୍ୟରୂପ

ବୈଦେଶିକ - ବିଶେଷଣ - (ଆରବୀ - ଫିକର୍ମନ୍ଦ୍; ଫିକରବାଲା)

[ସମ୍ପାଦନା]
୧. ଫନ୍ଦିବାଜ୍; କୋଶଳୀ; ଉପାୟକୁଶଳ — ୧. Resourceful; strategic.
୨. ଯୋଗଡ଼ିଆ; ଉଦ୍ୟମୀ — ୨. Active.
୩. ଉପସ୍ଥିତ ବୁଦ୍ଧିଯୁକ୍ତ — ୩. Tactful; having presence of mind.