Jump to content

ଫିଟା

ଉଇକିଅଭିଧାନ‌ରୁ

ଫିଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଫେଟନ; ସ୍ଫୁଟ)

[ସମ୍ପାଦନା]
୧. ବନ୍ଧନମୁକ୍ତ — ୧. Unbound; dishevelled.
୨. ଉନ୍ମୁକ୍ତ —୨. Open.
୩. ମୁକୁଳା —୩. Untied.
୪. ପୃଥକ୍ —୪. Separated.

କାଳ ପ୍ରତାହେ ଲୋକ କାଠି ପତ୍ରୁ କୁଟା ପ୍ରାୟେ ମିଳ କରି ହୁଅନ୍ତି ପୁଣି ଫିଟା କୃଷ୍ଣସିଂହ, ମହଭାରତ, ଶାନ୍ତି

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉନ୍ମୋଚନ —Untying.

(ଯଥା—ଗଇଁଠାଳ ଫିଟା)