ଫୁର୍ତ୍ତିକରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା ( ଦେଶଜ ) [୧][ସମ୍ପାଦନା]

  • ଆନନ୍ଦିତହେବା;ମଉଜକରିବା ( to be exhilarated; to express joy; to be merry )
  • ତତ୍ପରତାର ସହିତ କାର୍ଯ୍ୟକରିବା ( to act with promptness )
  • ଚଞ୍ଚଳିଆ( ଚଞ୍ଚଳ )କରିବା (to be brisk; to be up and doing )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ, ପୃଷ୍ଠା- ୫୨୫୪