ଫୁଲା

ଉଇକିଅଭିଧାନ‌ରୁ

ଫୁଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫୁଲା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବି—(ସଂସ୍କୃତ - ସ୍ଫାୟ. ଧାତୁ)

୧. ସ୍ଫୀତି —୧. Swelling. inflation.

ତିଳ ସୁନାମସ ନାସାଫୁଲ—କବିସୂର୍ଯ୍ୟ. ସଙ୍ଗୀତ

୨. ଶୋଥ; ଆଧ୍ମାନ —୨. Plethora; dropsy.
୩. ଚକ୍ଷୁରୋଗବିଶେଷ; ଆକ୍ଷିର କଳା ଡୋଳାରେ ମାଡ଼ିବା ପରଳ —୩. Pearl on the eye.
୪. ବେଙ୍ଗ ଗର୍ଭରୁ ଜାତ ବୁଦ୍ୱୁ ଦମୟ ଫେଣ; ବେଙ୍ଗଫୁଲା — ୪. Frong-spittle; frong spit.

[ଦ୍ରଷ୍ଟବ୍ୟ —ଏଥିରୁ ବେଙ୍ଗଛୁଆ ଜନ୍ମନ୍ତି]

ଅନୁବାଦ[ସମ୍ପାଦନା]

୫. ଲାଙ୍ଗୁଡ଼ ଯୁକ୍ତ ବେଙ୍ଗ ଛୁଆ — The young ones of frog, with long tails
୬. ପାଣିରେ ସିଝାଯାଇ ଫୁଲିଥିବା ବଡ଼ି ତିଅଣ; ବଡ଼ି ଫୁଲା — ୬. Dried lentil-paste-balls boiled in water and used as curry.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ଫୁଲିଥିବା; ସ୍ଫୀତ —୧. Bloated; swollen; inflated; puffed up.
୨. ଗର୍ବ ସ୍ଫୀତ —୨. Bloated or swollen with pride.

ଫୁଲା ମନମଥ ଗୁଲାମରୁ ମୋର ଏଣିକି ଆଉ କି ଡରରେ କବିସୂର୍ଯ୍ୟ. ସଙ୍ଗୀତ

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -[ସମ୍ପାଦନା]

ବଥ —Boil.