ଫୁଲିଆ
ଫୁଲିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ଅନ୍ୟ ପୁଷ୍ପବାଚକ ଶବ୍ଦ ସଙ୍ଗେ ଯୁକ୍ତ)[ସମ୍ପାଦନା]
- ୧. ଅମୁକ ଫୁଲ ପରି —୧. Like such and such flower.
(ଯଥା—କଦମ୍ୱ ଫୁଲିଆ, ଓଉ ଫୁଲିଆ ଇତ୍ୟାଦି)
- ୨. ପୁଷ୍ପପ୍ରିୟ —୨. Liking flowers; taking a fancy to flowers.
(ଯଥା—କିଆ ଫୁଲିଆ ରସିକ, କଖାରୁ ଫୁଲିଆ ରସିକ)
ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)[ସମ୍ପାଦନା]
- ୧. ଭାତ —୧. Boiled rice.
- ୨. ଚିଲିକାର ଏକପ୍ରକାର କଙ୍କଡ଼ା — ୨. A kind of crab of the Chilikā lake.