ଫୁଲିବା

ଉଇକିଅଭିଧାନ‌ରୁ

ଫୁଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ସ୍ଫାୟ ଧାତୁ)[ସମ୍ପାଦନା]

୧. ସ୍ଫୀତ ଦେବା — ୧. To be swollen; to swell.
୨. ମୋଟା ହେବା —୨. To become large of fat.
୩. ଗର୍ବସ୍ଫୀତ ହେବା; ଅତି ଗର୍ବିତ ହେବା — ୩. To become very pound or arrogant.


ଫୁଲୁଅଛୁଁ କେତେ ଦେଖାଇ ନିରତେ ଇନ୍ଦ୍ର କୋଦଣ୍ଡ ଖଣ୍ଡକୁ କବିସୂର୍ଯ୍ୟ ସଙ୍ଗୀତ

(ଫୁଲିଯିବା—ଅନ୍ୟରୂପ)

୪. (ଗର୍ବ, ମଦ, ରାଗ ବା ଆନନ୍ଦରେ) ଉଲ୍ଲସିତ ବା ଉତ୍ଫୁଲ୍ଲ୍ ହେବା —୧. To be overjoyed. to start up (as with anger or joy.)

ଫୁଲିଲେ ମୁଁ ଚାଟୁ ଶୁଣି ମଦରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ. ଫ. ଗୀତ