ଫୁଲେଇ ହେବା
ଦେଖଣା
- ଅଭିମାନ କରିବା
- ଗର୍ବିତହେବା; ଗର୍ବସୀନ ହେବା
- ଦେଖେଇହେବା
- ଆତ୍ମବଡିମା ପ୍ରକାଶକରିବା
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୨୫୩
ଫୁଲେଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଭିମାନ କରିବା —୧. To become senstitive; to become sullen.
- ୨. ଗର୍ବିତ ହେବା; ଗର୍ବସ୍ଫୀତ ହେବା — ୨. To become proud; to be puffed up with pride.
- ୩. ଦେଖେଇ ହେବା — ୩. To make a show; to assume airs.
- ୪. ଆତ୍ମବଡ଼ିମା ପ୍ରକାଶ କରିବା — ୪. To become boastful of one's praise.