ଫୁଲେଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ [୧][ସମ୍ପାଦନା]

  • ଦେଶଜ,ସ୍ତ୍ରୀଲିଙ୍ଗ
    • ( ଗାଳିରେ ବ୍ୟବହୃତ )ଗର୍ବିତା ( ସ୍ତ୍ରୀ )
    • ଯେ ( କ୍ରୋଧ, ଘୃଣା,ଗର୍ବରେ ) ନାକ ବା ମୁହଁଫୁଲାଏ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୨୫୩

ଫୁଲେଈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

୧. (ଗାଳିରେ ବ୍ୟବହୃତ) ଗର୍ବିତା (ସ୍ତ୍ରୀ) — ୧. Proud (woman); haughty.

୨ : ଯେ (କ୍ରୋଧ, ଘୃଣା, ଗର୍ବରେ) ନାକ ବା ମୁହଁ ଫୁଲାଏ — ୨. Puffing up one's nostrils in disdain, pride or anger.