ଫୁଲ୍‌ସ୍କାପ୍

ଉଇକିଅଭିଧାନ‌ରୁ

ପୁଲ୍ସ୍କାପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫୁଲ୍ସକେପ୍, ପୁଲିସ୍କା (କେ)ପ୍ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ଦୁଷ୍ଟ ଛାତ୍ରମାନଙ୍କୁ ଦଣ୍ଡ ଓ ଲଜ୍ଜା ଦେବା ନିମନ୍ତେ ପିନ୍ଧାଇବା ଅପମାନସୂଚକ ଟୋପି; ଗଧ ଟୋପି — ୧. A ludicrous cap which a wicked student is made to put on as an insulating punishment.
୨. ୧୬: ଇଞ୍ଚ x ୧୩: ଇଞ୍ଚ ଆକାରର କାଗଜ — ୨. Foolscap paper.


[ଦ୍ରଷ୍ଟବ୍ୟ —ଏହାର ଫର୍ଦ୍ଦକୁ ମଝିରୁ ଠିଆ ବାଗରେ ଭଙ୍ଗିଦେଲେ ପ୍ରତି ଫାଳରଆକାର ୮ ଇଞ୍ଚ x ୧୩: ଇଞ୍ଚ ହୁଏ]