ଫୁଲ ପିତା

ଉଇକିଅଭିଧାନ‌ରୁ

ଫୁଲ ପିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫୁଲପିତା[ଝିଅ]—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀ).ବିଶେଷଣ -[ସମ୍ପାଦନା]

ରଜସ୍ୱଳା ହୋଇ ସ୍ୱାମୀଙ୍କ ଘରକୁ ଯିବା ପୂର୍ବରୁ ବାପଘରେ ରହି ଥିବା (ବାଳିକା) —(a girl) Who is staying at her father's house after puberty and before she is sent to her husband's house for the first time.

[ଦ୍ରଷ୍ଟବ୍ୟ —ଫୁଲପିତା ଝିଅକୁ ପରିବାରର ପ୍ରାପ୍ତବୟସ୍କ ପୁରୁଷମାନେ ଓ ବାହାରେ ପୁରୁଷ ଲୋକେ ଦେଖନ୍ତି ନାହିଁ]