ଫୁଲ ବଗଡ଼ୀ

ଉଇକିଅଭିଧାନ‌ରୁ

ଫୁଲ ବଗଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫୁଲବଗଡ଼ିଆ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ସ୍ତ୍ରୀ—(ଗାଳିବିଶେଷ)[ସମ୍ପାଦନା]

ଯେଉଁ ସ୍ତ୍ରୀର ଅକାଳରେ ଗର୍ଭପାତ ହୁଏ — A woman who miscarries.