ଫେଡିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ଦୂର କରିବା
  • ବିୟୋଗ କରିବା; ଏକ ରାଶିରୁ ଅନ୍ୟ ରାଶିକୁ ବାଦ୍ ଦେବା
  • ଫେଇବା; ଫିଟାଇବା; ଖୋଲିବା
  • ମୁକ୍ତ କରିବା
  • ମୋକ୍ଷଣ କରିବା; ତ୍ୟାଗ କରିବା
  • ଲାଘବ କରିବା; ମୋଚନ କରିବା
  • ସ୍ପଷ୍ଟରୂପେ ପ୍ରକାଶ କରିବା
  • ଅନ୍ତର୍ଦୃଷ୍ଟିର ପ୍ରୟୋଗରେ ଜାଣିବା