Jump to content

ଫେଣ

ଉଇକିଅଭିଧାନ‌ରୁ

ଫେଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫେନ; ଫେଣ)

[ସମ୍ପାଦନା]
୧. ଫେନ; ଦ୍ରବ ପଦାର୍ଥ ଉପରେ ଭାସୁଥିବା ବୁଦ୍ୱୁଦ —୧. Froth; foam; foum.
୨. ପାଟିରୁ ବାହାରିବା ବଚ — ୨. Froth issuing from the mouth.
୩. ହିଣ୍ଡୀର; ସମୁଦ୍ରଫେଣ; ଏକପ୍ରକାର ମାଛର କଙ୍କାଳ — ୩. The bone of the cuttle fish; meerschaum.

ଅନୁବାଦ

[ସମ୍ପାଦନା]
୪. (ସଂସ୍କୃତ - ଫଣ) ସାପର ଫଣା — ୪. The expanded hood of a serpent.



ଫେଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ସ୍ଫାୟ ଧାତୁ=ଫୁଲିବା + କର୍ତ୍ତୃ ନ. ନିପାତନ)

[ସମ୍ପାଦନା]
୧. ଘର୍ଷଣ ବା ମନ୍ଥନଦ୍ୱାରା ଦ୍ରବ ପଦାର୍ଥରୁ ବାହରିବା ବଦ୍ୱୁଦଚୟ —୧. Froth; foam; scum.
୨. ସମୁଦ୍ର ଫେଣ; ସାମୁଦ୍ରିକ ମତ୍ସ୍ୟବିଶେଷର ବୁଦ୍ୱୁଦାକୃତି କଙ୍କାଳ —୨. The spongy skeleton of cuttle- fish; Sepia Officinalis.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଟିରୁ ବାହାରିବା ବଚ —Froth issuing from the mouth.

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଓ ହିନ୍ଦୀ - ଫେନ୍)

[ସମ୍ପାଦନା]

ପେଜ —Rice-gruel.