ଫେଣ
ଦେଖଣା
ଫେଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫେନ; ଫେଣ)
[ସମ୍ପାଦନା]- ୧. ଫେନ; ଦ୍ରବ ପଦାର୍ଥ ଉପରେ ଭାସୁଥିବା ବୁଦ୍ୱୁଦ —୧. Froth; foam; foum.
- ୨. ପାଟିରୁ ବାହାରିବା ବଚ — ୨. Froth issuing from the mouth.
- ୩. ହିଣ୍ଡୀର; ସମୁଦ୍ରଫେଣ; ଏକପ୍ରକାର ମାଛର କଙ୍କାଳ — ୩. The bone of the cuttle fish; meerschaum.
ଅନୁବାଦ
[ସମ୍ପାଦନା]- ୪. (ସଂସ୍କୃତ - ଫଣ) ସାପର ଫଣା — ୪. The expanded hood of a serpent.
ଫେଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ସ୍ଫାୟ ଧାତୁ=ଫୁଲିବା + କର୍ତ୍ତୃ ନ. ନିପାତନ)
[ସମ୍ପାଦନା]- ୧. ଘର୍ଷଣ ବା ମନ୍ଥନଦ୍ୱାରା ଦ୍ରବ ପଦାର୍ଥରୁ ବାହରିବା ବଦ୍ୱୁଦଚୟ —୧. Froth; foam; scum.
- ୨. ସମୁଦ୍ର ଫେଣ; ସାମୁଦ୍ରିକ ମତ୍ସ୍ୟବିଶେଷର ବୁଦ୍ୱୁଦାକୃତି କଙ୍କାଳ —୨. The spongy skeleton of cuttle- fish; Sepia Officinalis.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଟିରୁ ବାହାରିବା ବଚ —Froth issuing from the mouth.
ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଓ ହିନ୍ଦୀ - ଫେନ୍)
[ସମ୍ପାଦନା]ପେଜ —Rice-gruel.