ଫେବ୍ରୁଆରି

ଉଇକିଅଭିଧାନ‌ରୁ

ଫେବ୍ରୁଆରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଫେବ୍ରୋରି, ଫିବ୍ରୋରି, ଫିରୋରି, ଫିବ୍ରୁଆରିଅନ୍ୟରୂପ

ବେଦେଶଜ - ବିଶେଷ୍ୟ - (ଇଂରାଜୀ - ଫେବ୍ରୁଆରୀ)[ସମ୍ପାଦନା]

ଇଂରାଜୀ ସନର ମାସଗଣନାରେ ଦ୍ୱିତୀୟ ମାସ — The month of February.

[ଦ୍ରଷ୍ଟବ୍ୟ —ଏ ମାସର ଦିନ ସଂଖ୍ୟା ଅଠେଇଶି ଅଟେ କେବଳ ଲିପ୍ ଇଅର୍ରେ (ଅର୍ଥାତ୍ ଯେଉଁ ସନର ଅଙ୍କ ସଂଖ୍ୟାକୁ ୪ରେ ହରଣ କଲେ ଫଳ ରହେ ନାହିଁ ସେହି ସନରେ) ଏ ମାସର ଦିନ ସଂଖ୍ୟା ୨୯: ହୁଏ କିନ୍ତୁ ଯେଉଁ ଲିପ୍ଇଅର୍ରେ ଅଙ୍କର ଶେଷ ସଂଖ୍ୟାଦ୍ୱୟ ଶୂନ୍ୟ ହୋଇଥାଏ ସେ ସନରେ ଫେବ୍ରୁଆରି ମାସର ଦିନ ସଂଖ୍ୟା ୨୯: ନ ହୋଇ ୨୮: ହୁଏ ଯଥା—ସନ ୧୯: ଖ୍ରୀଷ୍ଟାବ୍ଦ ଲିପ୍ ଇଅର୍ ହେଲେ ମଧ୍ୟ ଉକ୍ତ ସନର ଫେବ୍ରୁଆରି ମାସର ଦିନ ସଂଖ୍ୟା ୨୮: , କିନ୍ତୁ ଯେଉଁ ଦ୍ୱି ଶୂନ୍ୟ— ସଂଖ୍ୟାଯୁକ୍ତ ସନ ୪ରେ ହରିଲେ ଛିଣ୍ଡି ଯାଏ ସେ ସନର ଫେବ୍ରୁଆରି ମାସର ୨୯: ଦିନ ହୁଏ]