Jump to content

ଫେର୍ ଫେରିଆ

ଉଇକିଅଭିଧାନ‌ରୁ

ଫେର୍ ଫେରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)

[ସମ୍ପାଦନା]

ସୁନା ବା ରୂପାର ତାରକସି କାମରେ କେତେକ ଖୋଲା ସ୍ଥାନକୁ ପୂରଣ କରିବା ଲାଗି ତାରକୁ ପରସ୍ତକୁ ପରସ୍ତ ଗୁଡ଼େଇ ସେହି ଖୋଲା ସ୍ଥାନରେ ଦିଆଯିବା କୁଣ୍ଡଳ — Coils of wripe put into blank spaces in a gold or sliver filagree work.