ଫୋଟକା
ଦେଖଣା
ଫୋଟକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୋଟକା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୋଟକ)
[ସମ୍ପାଦନା]- ୧. ବିସ୍ଫୋଟକ; ଅଗ୍ନିଦାହ ଜନିତ ଜଳପୂର୍ଣ୍ଣ ବ୍ରଣ — ୧. Blister.
ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି କବିସୂର୍ଯ୍ୟ ରତ୍ନକରଚମ୍ପୂ ଫ ଗୀତ
- ୨. ଜଳ ବୁଦ୍ୱବୁଦ —୨. Water bubble.
ଜନ୍ମତାର ଯଶ ପାଣିର ଫୋଟକା ରାଧାନାଥ, ଦରବାର
- ୩. (ସଂସ୍କୃତ - ସ୍ଫୁଟ ଧାତୁ) ଫୁଟୁକା; ତାଳପତ୍ର ପୁଡ଼ାରେ ଆବଦ୍ଧ ବାରୁଦ ପୂର୍ଣ୍ଣ ଶବ୍ଦକାରୀ ବାଣ —୩. Crackers.
- ୪. (ବୈଦିକ) ଏକ ପ୍ରକାର ଛୋଟ ଗଛ — ୪. Name of a small plant.
[ଦ୍ରଷ୍ଟବ୍ୟ —ଏହି ଗଛ ସର୍ବତ୍ର ସୁଲଭ ଏହାର ବୀଜକୁ ଜଳରେ ବୁଡ଼ାଇ ବାହାର କଲେ ଫୁଟିଯାଏ ଏହାର ସମୂଳ ପତ୍ର ପ୍ରଲେପ କଦର୍ଯ୍ୟ ବ୍ରଣ ନାଶକ; ଏହା ପରୀକ୍ଷିତ (ଦ୍ରବ୍ୟଗୁଣ କଳ୍ପଦ୍ରୁମ)]