ଫୋଟକା

ଉଇକିଅଭିଧାନ‌ରୁ

ଫୋଟକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୋଟକ)[ସମ୍ପାଦନା]

୧. ବିସ୍ଫୋଟକ; ଅଗ୍ନିଦାହ ଜନିତ ଜଳପୂର୍ଣ୍ଣ ବ୍ରଣ — ୧. Blister.

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି କବିସୂର୍ଯ୍ୟ ରତ୍ନକରଚମ୍ପୂ ଫ ଗୀତ

୨. ଜଳ ବୁଦ୍ୱବୁଦ —୨. Water bubble.

ଜନ୍ମତାର ଯଶ ପାଣିର ଫୋଟକା ରାଧାନାଥ, ଦରବାର

୩. (ସଂସ୍କୃତ - ସ୍ଫୁଟ ଧାତୁ) ଫୁଟୁକା; ତାଳପତ୍ର ପୁଡ଼ାରେ ଆବଦ୍ଧ ବାରୁଦ ପୂର୍ଣ୍ଣ ଶବ୍ଦକାରୀ ବାଣ —୩. Crackers.
୪. (ବୈଦିକ) ଏକ ପ୍ରକାର ଛୋଟ ଗଛ — ୪. Name of a small plant.

[ଦ୍ରଷ୍ଟବ୍ୟ —ଏହି ଗଛ ସର୍ବତ୍ର ସୁଲଭ ଏହାର ବୀଜକୁ ଜଳରେ ବୁଡ଼ାଇ ବାହାର କଲେ ଫୁଟିଯାଏ ଏହାର ସମୂଳ ପତ୍ର ପ୍ରଲେପ କଦର୍ଯ୍ୟ ବ୍ରଣ ନାଶକ; ଏହା ପରୀକ୍ଷିତ (ଦ୍ରବ୍ୟଗୁଣ କଳ୍ପଦ୍ରୁମ)]