ଫୋର୍ଡ଼

ଉଇକିଅଭିଧାନ‌ରୁ

ଫୋର୍ଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫୋଡ଼୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଇଂ) (ନାମ)[ସମ୍ପାଦନା]

୧. ଅନ୍ଧମାନଙ୍କ ପାଇଁ ଯେ ବାଇବଲ ଲେଖି ଥିଲେ —୧. Name of a Bible-writer who wrote Bible for blind people; ford.

[ଦ୍ରଷ୍ଟବ୍ୟ —ଏ ନିଜେ ୨୨: ବର୍ଷ ବୟସରେ ଅନ୍ଧ ହୋଇ ଯିବାରୁ Braith system (ଅନ୍ଧଙ୍କ ପାଇଁ ପ୍ରଯୁଜ୍ୟ ରୀତି)ରେ ୩୯: ଭାଗରେ ବାଇବଲ ଲେଖି ଥିଲେ ଏ ଇଂରାଜୀ, ହିବ୍ରୁ ଓ ଆରବୀ ଏହି ତିନି ଭାଷାରେ ବାଇବଲ ଲେଖି ଥିଲେ]

୨. ଆମେରିକାର ସର୍ବଶ୍ରେଷ୍ଠ ମଟର ବ୍ୟବସାୟୀ ଓ ଧନୀ ବ୍ୟକ୍ତି — ୨. Henry Ford of America; the famous rich man and maker of Ford cars.