ଫ୍ରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ବୈଦେଶିକ)[ସମ୍ପାଦନା]

  • ଶୁକ୍ତ; ଛାଡ଼ ପାଇଥିବା
  • ମାଗଣା
  • ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ
  • ଯେଉଁ ସ୍କୁଲ ବା ଡାକ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରାଯାଏଫ୍ରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଇଂ)[ସମ୍ପାଦନା]

୧. ଯୁକ୍ତ; ଛାଡ଼ ପାଇଥିବା — ୧. Free.
୨. ମାଗଣା —୨. Gratuitous.
୩. ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ —୩. (a student) Who is allowed to stydy without paying tuition fees.
୪. ଯେଉଁ ସ୍କୁଲ ବା ଡା଼କ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରଯାଏ —୪. Free (school or dispensary)