ଫ୍ରି
ଦେଖଣା
ବିଶେଷଣ (ବୈଦେଶିକ)
[ସମ୍ପାଦନା]- ଶୁକ୍ତ; ଛାଡ଼ ପାଇଥିବା
- ମାଗଣା
- ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ
- ଯେଉଁ ସ୍କୁଲ ବା ଡାକ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରାଯାଏଫ୍ରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂ)
[ସମ୍ପାଦନା]- ୧. ଯୁକ୍ତ; ଛାଡ଼ ପାଇଥିବା — ୧. Free.
- ୨. ମାଗଣା —୨. Gratuitous.
- ୩. ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ —୩. (a student) Who is allowed to stydy without paying tuition fees.
- ୪. ଯେଉଁ ସ୍କୁଲ ବା ଡା଼କ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରଯାଏ —୪. Free (school or dispensary)