ବଂଶୀଧର
ଦେଖଣା
ବଂଶୀଧର
ଉଚ୍ଚାରଣ
[ସମ୍ପାଦନା](ବଂଶୀଧାରୀ—ଅନ୍ୟରୂପ)
ବଂଶୀଧରା, ବଂଶୀଧାରିଣୀସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ; ବଂଶୀ+ଧର)
[ସମ୍ପାଦନା]ଯେ ହାତରେ ବଂଶୀ ଧରି ଥାଏ — Holding a flute.
ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣଙ୍କର ନାମ — A name of Ṡrīkṛshṇa.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଷ ଲୋକଙ୍କୁ ଦିଆଯିବା ନାମ — A name given to males.