ବଂଶ ଉଛନ
ଦେଖଣା
ବଂଶ ଉଛନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଂଶ ଉଛନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଂଶୋତ୍ସନ୍ନ)
[ସମ୍ପାଦନା]ମୃତ୍ୟୁଦ୍ୱାରା ବଂଶକ୍ଷୟ; ବଂଶନାଶ —Death of the members of a family by death from starvation, curse or other causes; extinction of a family.