ବଂଶ କର୍ପୂର

ଉଇକିଅଭିଧାନ‌ରୁ

ବଂଶ କର୍ପୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବଂଶକ୍ଷୀରୀ, ବଂଶଜା, ବଂଶରୋଚନା, ବଂଶଲୋଚନ, ବଂଶଲୋଚନା, ବଂଶଶର୍କରାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଫାରାସୀ - , ଆରବୀ - ତବାଶୀର

(ବାଉଁଶକପୁର—ଅନ୍ୟ ନାମ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବାଉଁଶ ଗଛର ପବ ମଧ୍ୟରେ ଥିବା ଏକପ୍ରକାର ନୀଳାଭଶ୍ୱେତ ସ୍ୱଚ୍ଛ ଓ କଠିନ ଦ୍ରବ୍ୟ — The manna of a bamboo; a silicious deposit found inside the bamboo; Tabashir.

[ଦ୍ରଷ୍ଟବ୍ୟ —ଏହା କଷାୟ ମଧୁରରସ; ଶୀତଳ, ରୁକ୍ଷ, ପୁଷ୍ଟିକର, ଶୁକ୍ରବର୍ଦ୍ଧକ, ପିତ୍ତନାଶକ ଓ ଜ୍ୱର, ଶ୍ୱାସ, କାସ, ପାଣ୍ଡୁ, କୁଷ୍ଠ, ମୂତ୍ରକୃଚ୍ଛ ଆଦି ପୀଡ଼ାର ଉପଶମକାରକ ସବୁ ବାଉଁଶର ବଂଶକର୍ପୂର ଜନ୍ମେ ନାହିଁ ସମୟେ ସମୟେ କେତେକ ବାଉଁଶ ମଧ୍ୟରୁ ନିର୍ଯ୍ୟାସରୂପେ ଏକପ୍ରକାର ମିଠାବସ୍ତୁ ବାହାରେ, ଏହାକୁ 'ବଂଶଶର୍କରା' ବୋଲା— ଯାଏ ଓ ଏହା ମଧ୍ୟ ଔଷଧରେ ବ୍ୟବହୃତ ହୁଏ ]