ବଂଶ ନାଳିକା

ଉଇକିଅଭିଧାନ‌ରୁ

ବଂଶ ନାଳିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ନାଳିକା)[ସମ୍ପାଦନା]

୧. ବାଉଁଶ ନଳ —୧. A tube of bamboo.
୨. ବାଉଁଶର ବଂଶୀ —୨. A flute made of bamboo.