Jump to content

ବଂଶ ନିପାତ

ଉଇକିଅଭିଧାନ‌ରୁ

ବଂଶ ନିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ନିପାତ)

[ସମ୍ପାଦନା]
୧. ସମୂଳ ବିନାଶ —୧. Eradication.
୨. କୌଣସି ବଂଶର ସମସ୍ତ ଜୀବଙ୍କର ହତ୍ୟା ବା ବିଲୋପ — ୨. The destructionor extinction of species.