ବଂଶ ବର୍ଦ୍ଧନ
ଦେଖଣା
ବଂଶ ବର୍ଦ୍ଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ବର୍ଦ୍ଧନ)
[ସମ୍ପାଦନା]- ୧. ବଂଶସ୍ଥ ବ୍.କ୍ତିର ସଂଖ୍ୟାବୃଦ୍ଧି — ୧. increase in a family.
- ୨. ବଂଶର ଉନ୍ନତି —୨. Improvement of a family.
ବିଶେଷଣ - (ଉପପଦ ସମାସ)
[ସମ୍ପାଦନା]ବଂଶର ବୃଦ୍ଧି ବା ଉନ୍ନତିକାରୀ — Causing imrovement or adding to the glory of a family.