ବଂଶ ବୃଦ୍ଧି

ଉଇକିଅଭିଧାନ ରୁ
Jump to navigation Jump to search

ବଂଶ ବୃଦ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ବୃଦ୍ଧି)[ସମ୍ପାଦନା]

୧. ବଂଶର ଉନ୍ନତି — ୧. Improvement of a family.
୨. ବଂଶର ବିସ୍ତାର; ସନ୍ତାନସନ୍ତତିଙ୍କ ସଂଖ୍ୟାବୃଦ୍ଧି — ୨. Increase of a family by additions or by births.