ବଂଶ ରକ୍ଷା

ଉଇକିଅଭିଧାନ‌ରୁ

ବଂଶ ରକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ରକ୍ଷା)[ସମ୍ପାଦନା]

୧. କୌଣସି ବଂଶକୁ ଖାଦ୍ୟାଦିଦ୍ୱାରା ବଞ୍ଚାଇବା — ୧. Maintaining a family.
୨. ପୁତ୍ରୋତ୍ପାଦନଦ୍ୱାରା ବଂଶକୁ ଲୋପ ମୁଖରୁ ରକ୍ଷା କରିବା — ୨. Preservation of a family by bringing forth offspring.