Jump to content

ବଅ ପଡ଼ିଆ

ଉଇକିଅଭିଧାନ‌ରୁ

ବଅ ପଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବ ପଡ଼ିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ+ପତିତ)

[ସମ୍ପାଦନା]

ଲୁଗା ବୁଣିଲା ବେଳେ 'ବଅ' ପଡ଼ି ଯାଇଥିବା ଯୋଗୁଁ ଯେଉଁଠାରେ ଏକାଧିକ ଥର ଟାଣୀ ସୂତାର ଏକପାଖରେ ଭରଣୀ ସୂତା ବୁଣା ଯାଇଥାଏ — A defect the texture of a cloth due to the string-comb not having gone up and down regularly during weaving.

ବିଶେଷଣ -

[ସମ୍ପାଦନା]

ବଅ ଦୋଷଯୁକ୍ତ (ଲୁଗା) — Defectively woven (cloth)