ବଇ

ଉଇକିଅଭିଧାନ‌ରୁ

ବଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୁଢ଼; ଗଦା —୧. Heap; mass.
୨. ଘେର; ବାଡ଼ —୨. Fence; compound.
୩. (ଆଦାରାର୍ଥକ) ବୈଷ୍ଣବ, ବୈକୁଣ୍ଠ ନାମକ ବ୍ୟକ୍ତିର ଡାକ— ନାମ —୩. Name by which a person named B&aline;i̱shṇaba or B&aline;i̱kuṇṭha is called.
୪. (ସାଙ୍କେତିକ) ବୈଶାଖ ମାସର ସାଙ୍କେତିକ — ୪. Abbreviation for the month of B&aline;i̱ṡākha

[[[ଦ୍ରଷ୍ଟବ୍ୟ —ଅକାମାବଇ ତଳେ ନୋଟ୍ ]] (ଦେଖ) - ]

ବୈଦେଶିକ - ବିଶେଷ୍ୟ - (ଆରବୀ - ବହୀ=ଧର୍ମ ପୁସ୍ତକ; କୋରାନ୍)[ସମ୍ପାଦନା]

୧. ବହି; ପୁସ୍ତକ; କିତାପ —୧. Book.
୨. ଖାତା —୨. Account book.