ବଇଣା
ଦେଖଣା
ବଇଣା
ଉଚ୍ଚାରଣ
[ସମ୍ପାଦନା]ବଏଣା, ବଅଣାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବୟ୍=ବିକ୍ରୟ+ଫାରାସୀ - ପ୍ରତ୍ୟୟ)—(ଆନା)
[ସମ୍ପାଦନା]କିଣିବା ବସ୍ତୁ ନିମନ୍ତେ କ୍ରେତାର ବା ଫରମାସ ଦେବା ବ୍ୟକ୍ତିର ବିକ୍ରେତାଙ୍କୁ ଆଗତୁରା ଦେବା ମୂଲ୍ୟାଂଶ; ଅଗ୍ରିମ ମୂଲ୍ୟାଂଶ — Tender; earnest money; advance paid to a vendor.
ତେବେ ଆମକୁ ହଜାର ଟଙ୍କାଟି ବଇବା ଦେଇ ଯାଅ ଭିକାରୀ. ଯୌତୁକ