ବଇଦ ଚାଉଳ ପଥି କରିବା
ଦେଖଣା
ବଇଦ ଚାଉଳ ପଥି କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - (ନ୍ୟାୟ ବାକ୍ୟ)
[ସମ୍ପାଦନା]ଚିକିତ୍ସକଙ୍କୁ ପାରିଶ୍ରମିକ ଦେବା ପରି— ବର୍ତ୍ତରେ ତାଙ୍କର ଧନରେ ରୋଗୀ ଆପଣା ଖାଦ୍ୟ ଦ୍ରବ୍ୟର ବ୍ୟୟ ଚଳାଇବା ନ୍ୟାୟ; ଯେଉଁ ଲୋକକୁ ଧନ ଦେବା ନ୍ୟାୟ— ସଙ୍ଗତ ତା ଠାରୁ ଧନ ନେବା ସ୍ଥଳରେ ଏ ନ୍ୟାୟ ବୋଲାଯାଏ —Like a patient being fed at the cost of the physician; (a saying applied to a person who takes money from one whom he should pay instead).