ବଇନାରେ ପଡ଼ିବା
(ବଇନାରେ ଆସିବା—ଅନ୍ୟରୂପ)
ଏକ ବସ୍ତୁ ଅନ୍ୟ ବସ୍ତୁର ସମ୍ପୂର୍ଣ୍ଣ ତୁଲ୍ୟ ହେବା ଦୂରେ ଥାଉ ତାହାର କୌଣସି ଅଂଶର ସହିତ ତୁଳନୀୟ ନ ହେବା — Not to stand comparision with another.