ବଇନା କରିବା
ଦେଖଣା
ବଇନା କରିବା
ଉଚ୍ଚାରଣ
[ସମ୍ପାଦନା](ବଇନା ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବଇନା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କ୍ରୀତ ବସ୍ତୁ ପାଇଁ ମୂଲ୍ୟର କେତେକ ଅଂଶ ଆଗତୁରା ଦେବା —To make an advance; to advance the earnest money to the vendor.
[ଦ୍ରଷ୍ଟବ୍ୟ —କୌଣସି ଦ୍ରବ୍ୟ କିଣିବାର କଥା ବଇନା କଲେ ଖରିଦ ବିକ୍ରିର ଯବାବ ସ୍ଥିର ହେଲା ବୋଲି ବୁଝିବାକୁ ହୁଏ]