Jump to content

ବଇଭବ

ଉଇକିଅଭିଧାନ‌ରୁ

ବଇଭବ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବୈଭବ)

[ସମ୍ପାଦନା]

ଐଶ୍ୱର୍ଯ୍ୟ; ଅତୁଳ ସମ୍ପତ୍ତି —Riches; affluence.

ବରାଙ୍ଗୀ ପ୍ରେମ ବଇଭବ ଭଣ୍ଡାର ଶୋଭା ପ୍ରଭାବରଧନୀ ଯେ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି