ବଇର

ଉଇକିଅଭିଧାନ‌ରୁ

ବଇର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବୈର) ବୈରଭାବ; ଶତ୍ରୁତା — ୧. Enmity.

ଜରାସନ୍ଧ ବୋଇଲେ ତୁମ୍ଭର ଆମ୍ଭର କେଉଁ କାଳେ ହୋଇଅଛିଟି ବଇର=କୃଷ୍ଣସିଂହ. ମହାଭାରତ, ସଭା

୨. (ସଂସ୍କୃତ - ବୈରୀ) ଶତ୍ରୁ —୨. Enemy.

ନିରତେ ସ୍ମରଣ ତାହାର ଯେଣୁ ସେ ଅଟନ୍ତି ବିର—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ