ବଇରଖ
ପତାକା — Flag.
ଉଡ଼ୁଛନ୍ତି ଯା ଝଣ୍ଡା ବଇରଖ ପୁଣି ବୋଲନ୍ତି ମଣିମା ଦେଖ—ବ୍ରଜନାଥ, ସମରତରଙ୍ଗ
(ବୈରଖ—ଅନ୍ୟରୂପ)
ତାସ୍ ଖେଳର କଳାପାନ ରଙ୍ଗ —The Spade in cards.