ବଉଁଶ ମରା

ଉଇକିଅଭିଧାନ‌ରୁ

ବଉଁଶ ମରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଂସମରା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]

୧. ଯେ ଅନ୍ୟଦ୍ୱାରା ଆପଣାର ବଂଶର ଲୋପ ସାଧନ କରେ —୧. One who procures the death of his family members.
୨. ଯେ ଆପଣାର ଜାତୀୟ ଜୀବଙ୍କୁ ଅନ୍ୟଦ୍ୱାରା ମରାଏ — ୨. One who causes other members of his species to be killed by others.