ବଉଁଶ ମରା
ଦେଖଣା
ବଉଁଶ ମରା
ଉଚ୍ଚାରଣ
[ସମ୍ପାଦନା](ବଂସମରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବଉଁଶ ମରା
|
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]- ୧. ଯେ ଅନ୍ୟଦ୍ୱାରା ଆପଣାର ବଂଶର ଲୋପ ସାଧନ କରେ —୧. One who procures the death of his family members.
- ୨. ଯେ ଆପଣାର ଜାତୀୟ ଜୀବଙ୍କୁ ଅନ୍ୟଦ୍ୱାରା ମରାଏ — ୨. One who causes other members of his species to be killed by others.