ବଉଳିବା
ଦେଖଣା
ବଉଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଉଳିବା
|
(ବଉଳିଯିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ମୁକୁଳ)
[ସମ୍ପାଦନା]- ୧. (ଆମ୍ୱ ଆଦି ଫଳ ବୃକ୍ଷ) ମୁକୁଳିତ ହେବା —୧. To bud forth; to bloom; to blossom forth.
ଫୁଟିଥିଲା ଯାହା ବାଲ୍ୟରୁ ବଉଳି ରୂପ—ପୁଷ୍ପ ନିମିଷେ ମଉଳି ରାଧାନାଥ, ନନ୍ଦକେଶରୀ
- ୨. (ସଂସ୍କୃତ - ବହୁଳ) (ପୋଖରୀର ପାଣି ଗରମ ହେବାରୁ କିମ୍ୱା ବିଷାକ୍ତ ହେବାରୁ ପୋଖରୀରେ ଥିବା ମାଛମାନେ) ବହୁସଂଖ୍ୟାରେ ଉପରକୁ ଭାସି ଉଠିବା ଓ ଶେଷରେ ମରିବା —୨. (said of fishes in a pond) TO float in large numbers on the surface water which becomes heated in summer or becomes otherwise poisoned.
- ୩. (ଖୁବ୍ ଖରା ଯୋଗୁଁ ମାଟି) ଫୁରୁସିଯିବା —୩. (said of the soil) To become pulverised by the effect of the sun's rays.