ବଉଳୀ
ଦେଖଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ପଲଙ୍କ ଓ ଚଉକି ଆଦିର ବାଡ଼ରେ ବସା ଯାଇଥିବା କୁନ୍ଦ ହୋଇଥିବା ଲମ୍ବ କାଠି
- ନଖମୂଳ ଓ ଚମ ମଧ୍ୟରେ ଥିବା ସରୁଆ ଧଡି ଚମ
- ବାଉଳି ଫାସିଆ
- ଦ଼ଙ୍ଗାର ବାହାରକୁ ବାହାରିଥିବା ଆଗ ମଙ୍ଗର ମୁନିଆଁ ମୁହଁବଉଳୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]ବଉଳା (ଦେଖ) - Bauḻā (See)
ଅନୁବାଦ
[ସମ୍ପାଦନା]ବଉଳୀ
|
ବିଶେଷ୍ୟ -
[ସମ୍ପାଦନା]- ୧. ପଲଙ୍କ ଓ ଚଉକି ଆଦିର ବାଡ଼ରେ ବସା ଯାଇଥିବା କୁନ୍ଦ ହୋଇଥିବା ଲମ୍ୱ କାଠି —୧. Slender and chairs and bedsteads.
- ୨. ନଖମୂଳ ଓ ଚମ ମଧ୍ୟରେ ତିବା ସରୁଆ ଧଡ଼ି ଚମ — ୨. Thin stiff narrow of skin at the root of finger nails.
- ୩. ବାଉଳି ଫାସିଆ —୩. A kind of earning for the upper part of the ear.
- ୪. (ଜାହାଜିଆ ଭାଷା) ଡଙ୍ଗାର ବାହାରକୁ ବାହାରିଥିବା ଆଗ ମଙ୍ଗର ମୁନିଆଁ ମୁହଁ —୪. The pointed end of the prow of a boat.