Jump to content

ବଏ ନାମା

ଉଇକିଅଭିଧାନ‌ରୁ

ବଏ ନାମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୈନାମାହ୍)

[ସମ୍ପାଦନା]
୧. ବିକ୍ରୟ ପତ୍ର — ୧. Deed of sale.
୨. ଅଦାଲତରେ ନିଲାମ ହୋଇଥିବା ସମ୍ପତ୍ତି ସମ୍ୱନ୍ଧେ ଅଦାଲତଙ୍କ ମୋହରଯୁକ୍ତ ସାଟିଫିକେଟ୍ — ୨. A certificate of sale signed by the court.