ବଏ ସ୍କାଉଟ୍
ଦେଖଣା
ବଏ ସ୍କାଉଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ବାଳକର; ଦେଶସେବା ଓ ଜନ— ସେବା ପାଇଁ ଗଠିତ ଆଧୁନିକ ଛାତ୍ରଦଳର ସଭ୍ୟ — Boy scout.
[ଦ୍ରଷ୍ଟବ୍ୟ —ଲର୍ଡ ବାଡ଼େନ୍ ପବେଲ୍ ନାମକ ଜଣେ ଇଂରାଜ ଏହି ପ୍ରଥାର ପ୍ରବର୍ତ୍ତକ ଏଥିରେ ନିଯୁକ୍ତ ବାଳକମାନେ ରାଜାଙ୍କର ଦେଶରେ ଓ ଲୋକସମାଜରେ ସେବା କରିବା ବ୍ରତ ଅବଲମ୍ୱନ କରନ୍ତି]