Jump to content

ବକଟେ

ଉଇକିଅଭିଧାନ‌ରୁ

ବକଟେ

ଉଚ୍ଚାରଣ

[ସମ୍ପାଦନା]

(ବକଟକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନକଟକ; ନକଟେ; ଟିକିଏ ମାତ୍ର — ୧. A little bit.

x x x କିରି ଯାଇ ମୁଠାଏ, ଲୁଣ ବକଟେ x x x ପଠାଇ ଦିଅନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ

୨. ଅତି ଛୋଟ —୨. Very small; tiny.

(ଯଥା—ବକଟେ ପିଲା ଠେଇଁ ଏତିକି ବୁଦ୍ଧି)