ବକନା
ଦେଖଣା
ବକନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବକନା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦନା)
[ସମ୍ପାଦନା]- ୧. ମୁସଲମାନମାନଙ୍କ ବ୍ୟବହୃତ ଏକ ପ୍ରକାର ଗଡ଼ୁ —A long-necked spouted water pot used by Mahamedans.
- ୨. ପିତଳର ବଡ଼ କଂସା — ୨. Big pot of brass.
ବକନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ)
[ସମ୍ପାଦନା]- ୧. ବହୁକାଳପ୍ର ସୂତା ଗୌ; ପଡ଼ିଆ ଗାଈ —୧. A cow which has long given birth to a calf; a cow which has gone dry.
- ୨. (ସଂସ୍କୃତ - ବଷ୍କର= ବର୍ଷିକିୟା ବାଛୁରୀ)—ଛଡ଼ା; ମାଈ ବାଛୁରୀ; ଅସଂଘା ଛଡ଼ା —୨. A female calf.
- ୩. ସଦ୍ୟପ୍ରସୂତା ଗାଭୀ —୩. A cow which has recently given birth to a calf.