ବକଲିସ୍
ଦେଖଣା
ବକଲିସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଇଂ ବକ୍ଳସ୍)
[ସମ୍ପାଦନା]ଧାତୁ ନିର୍ମିତ ବନ୍ଧନାଙ୍ଗୁରୀ — Buckles.
[ଦ୍ରଷ୍ଟବ୍ୟ —ଏଥିଦ୍ୱାରା ଫିତାର ବା ପେଟିର ଦୁଇ ମୁଣ୍ଡକୁ ଅଟକ ଯାଏ]
[ବକ୍ଳ(କ୍ଳିସ୍—ଅନ୍ୟରୂପ)]
ଦେଶଜ - ବିଶେଷଣ - ପୁଂ. (ଇଂ ବାଚିଲାର)
[ସମ୍ପାଦନା]ଅବିବାହିତ (ଶ୍ୱେତାଙ୍ଗ ବ୍ୟକ୍ତି) —Unmarried (European.)