ବକ୍ତ୍ର ପଟ୍ଟ
ଦେଖଣା
ବକ୍ତ୍ର ପଟ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବକ୍ତ୍ରରେ ପିନ୍ଧାଯିବା ପଟ୍ଟ)
[ସମ୍ପାଦନା]ଘୋଡ଼ା ଦାନା ଖଇବାର ଝୋଟବୁଣା ତୋବଡ଼ା A gunny bag of corn attached to the mouth of a horse from which it eats.
[ଦ୍ରଷ୍ଟବ୍ୟ —ଏଥିମଧ୍ୟରେ ଘୋଡ଼ାଙ୍କ ମୁହଁ ପଶି ଏହାର ଦୁଇ ପାଖରେ ଦଉଡ଼ି ଘୋଡ଼ାର ମୁଣ୍ଡ ବାଟେ ବୁଲା ଯାଇ ବନ୍ଧା ଯାଏ]