ବକ୍ତ୍ର ଶୋଧୀ

ଉଇକିଅଭିଧାନ‌ରୁ

ବକ୍ତ୍ର ଶୋଧୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବକ୍ତ୍ର+ଶୁଧ୍ ଧାତୁ+ଇନ୍, ୧ମା. ୧ବ.)[ସମ୍ପାଦନା]

ମୁଖଶୁଦ୍ଧି କାରକ (ତମ୍ୱୁଳାଦି) — Purifying the mouth (betel etc)

ବିଶେଷ୍ୟ -[ସମ୍ପାଦନା]

ସମ୍ୱୀର ଲେମ୍ୱୁ —Citrus Medica (a species of orange).