ବକ୍ରଗ୍ରବ

ଉଇକିଅଭିଧାନ‌ରୁ

ବକ୍ରଗ୍ରବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକ୍ରଗ୍ରୀବା—ସ୍ତ୍ରୀ) 

(ବକ୍ରଗ୍ରୀବାତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ବକ୍ର+ଗ୍ରୀବ)[ସମ୍ପାଦନା]

ଯାହାର ବେକ ବଙ୍କା —Having a curved neck.

ବିଶେଷ୍ୟ -[ସମ୍ପାଦନା]

ଉଷ୍ଟ୍ର, ଓଟ —The camel.