ବକ୍ରୀ ଗ୍ରହ

ଉଇକିଅଭିଧାନ‌ରୁ

ବକ୍ରୀ ଗ୍ରହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବକ୍ରିନ୍+ଗ୍ରହ; ଯେଉଁ ଗ୍ରହ ବକ୍ରଗତି କରେ)[ସମ୍ପାଦନା]

ସୂର୍ଯ୍ୟଙ୍କଠାରୁ ୩ ଅଂଶ ମଧ୍ୟରେ ଅବସ୍ଥିତ ଗ୍ରହ (ହିନ୍ଦୀ - ଶ) —A planet within ୩୦ degrees of the sun.

[ଦ୍ରଷ୍ଟବ୍ୟ —ଯେଉଁ ଗ୍ରହ ନିଜ ରାଶିକୁ ଛାଡ଼ି ଏକବାରିଗ୍ ଅନ୍ୟରାଶିକୁ ଚାଲିଯାଏ ତାକୁ ଅତିବକ୍ରୀ ବା ମହାବକ୍ରୀ ଗ୍ରହ ବୋଲାଯାଏ ମଙ୍ଗଳ ବୁଧ, ବୃହସ୍ପତି, ଶୁକ୍ର ଓ ଶନି ଏ ପାଞ୍ଚଗ୍ରହକୁ ବକ୍ରୀ ଗ୍ରହ ବୋଲାଯାଏ— ହିନ୍ଦୀ - ଶ.]