ବକ୍ର ଡଉଁରା
ଦେଖଣା
ବକ୍ର ଡଉଁରା
ଉଚ୍ଚାରଣ
[ସମ୍ପାଦନା]ବଙ୍କା ଡ(ଡେ)ଉଁରା, ବାଙ୍କା ଡ(ଡେ)ଉଁରା, ବାଙ୍କ ଡ(ଡେ)ଉଁରିଆଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ର+ଡମରୁ)
[ସମ୍ପାଦନା]- ୧. ବାଙ୍କ ଡେଉଁରିଆ; ସ୍ତ୍ରୀ ବାହୁଭୂଷଣବିଶେଷ —୧. An armlet consisting of a series amulets strung together.
- ୨. ସ୍ତ୍ରୀମାନଙ୍କ ଚଜୁଡ଼ାରେ ପିନ୍ଧିବା ଅନୁସାକାର ଅଳଙ୍କାରବିଶେଷ — ୨. A bow-shaped ornament worn on the chignon.
ବକ୍ର ଡଉଁରା ହେମ ଦୁବ ଝରା ଦେବାରୁ ଦିଶିଲା ଏମନ୍ତେ ପରା ଭଞ୍ଜ. ଲାବଣ୍ୟବତୀ